Browsing Tag

INDIA-PAK BORDER TENSION

ଅନୁପ୍ରବେଶ ଉଦ୍ୟମ : ପାକିସ୍ତାନର ୪ଟି ଏଫ୍‌-୧୬କୁ ସୀମାରୁ ଘଉଡ଼ାଇ ଦେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଏପଟେ ସାରା ଭାରତ ସାଧାରଣ ନିର୍ବାଚନକୁ ନେଇ ବ୍ୟସ୍ତ ଥିବା ବେଳେ ସେପଟେ ସୀମାରେ ପାକିସ୍ତାନର ବଦମାସୀ କମିନାହିଁ । ଆଜି ଏହାର ୪ଟି ଏଫ୍‌-୧୬ ବିମାନ ପଞ୍ଜାବ ଖେମକରଣ ସେକ୍ଟର ସୀମାରେ ଉଡୁଥିଲା । ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ରାଡାରରେ ଧରା…