Browsing Tag

india-south africa 3rd test update

ରୋହିତଙ୍କ ପରେ ରାହାଣେଙ୍କ ଶତକ, ଭାରତର ସ୍କୋର ୩ ଓ୍ଵିକେଟ୍‌ରେ ୨୮୪ ରନ୍‌

ରାଞ୍ଚି : ରୋହିତ ଶର୍ମାଙ୍କ ପରେ ଅଜିଙ୍କ୍ୟ ରାହାଣେ ମାରିଲେ ଶତକ । ଏଠାରେ ଚାଲିଥିବା ତୃତୀୟ ତଥା ଶେଷ ଟେଷ୍ଟରେ ରହାଣେ ଆଜି ଦ୍ୱିତୀୟ ଦିବସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି । ଅତ୍ୟନ୍ତ ଧୈର୍ଯ୍ୟର ସହ ଖେଳି ରାହାଣେ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ନିଜର ଏକାଦଶ ଟେଷ୍ଟ…