Browsing Tag

India vs west indies t20

ପ୍ରଥମ ଟି-୨୦ ମ୍ୟାଚରେ କେଏଲ ରାହୁଲ ନୁହେଁ ରୋହିତଙ୍କ ସହିତ ଓପନିଂ କରିବେ ଏହି ଖେଳାଳି

ଏବେ ସମଗ୍ର ବିଶ୍ୱରେ କ୍ରିକେଟ ଫ୍ୟାନ୍ସ ଆଇପିଏଲକୁ ଚାହିଁ ରହିଛନ୍ତି। ଆଇପିଏଲ ନିଲାମୀ ସରିଯାଇଛି। ଆଇପିଏଲ ନିଲାମୀ ପରେ ଏବେ କ୍ରିକେଟ ଫ୍ୟାନ୍ସଙ୍କ ନଜର ଇଣ୍ଡିଆ-େଓ୍ଵଷ୍ଟଇଣ୍ଡିଜ ଟି-୨୦ ସିରିଜ ଉପରେ। ସିରିଜର ପ୍ରଥମ ମ୍ୟାଚ କଲିକତାର ଇଡେନ ଗାର୍ଡେନରେ ଖେଳାଯିବ। ଟିମ୍‌ ଇଣ୍ଡିଆର ଷ୍ଟାର…

କାଲି ଭାରତ-ଇଣ୍ଡିଜ୍‌ ପ୍ରଥମ ଟି-୨୦, ଜୋରଦାର ଅଭ୍ୟାସ କରୁଛି ଟିମ୍‌ ଇଣ୍ଡିଆ

ହାଇଦ୍ରାବାଦ : ଆସନ୍ତାକାଲି ଆରମ୍ଭ ହେଉଛି ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ସିରିଜ୍‌ । ହାଇଦ୍ରାବାଦରେ ସନ୍ଧ୍ୟା ୭ଟାରେ ଖେଳ ଆରମ୍ଭ ହେବ । ଦଳର ଶକ୍ତିକୁ ଦେଖିଲେ ଟିମ୍‌ ଇଣ୍ଡିଆ ଇଣ୍ଡିଜ୍‌ ଠାରୁ ବହୁତ ଶକ୍ତିଶଳୀ । ତେବେ ୨୦ ଓଭର ଖେଳରେ କେତେବେଳେ ବାଜି କାହା ପକ୍ଷକୁ ଯିବ…