Browsing Tag

India-West Indies T20

ଓଡିଆ କ୍ରିକେଟପ୍ରେମୀ ନିରାଶ : ବାରବାଟୀରେ ଖେଳାଯିବନି ଭାରତ-ୱେଷ୍ଟ ଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ !

କଟକ(କେନ୍ଯୁଜ୍): ହାତରୁ ଖସିଲା ବାରବାଟୀ । ବାରବାଟୀ ଦର୍ଶକ ନିରାଶ । ବାରବାଟୀରେ ଖେଳାଯିବନି ଭାରତ-ୱେଷ୍ଟ ଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ । ଫେବ୍ରୁଆରୀ ୧୫ରେ ଏହି ଟି-୨୦ ମ୍ୟାଚ ଖେଳାଯିବାର ଥିଲା । ହେଲେ ବିସିସିଆଇ ଟୁର୍‌ ଓ ଫିକ୍ସଚର କମିଟି ଭେନ୍ୟୁରେ ପରିବର୍ତ୍ତନ କରିଛି । ଭାରତ ଗସ୍ତରେ…