ଯୁବପିଢିଙ୍କ ପାଇଁ ଖୁସି ଖବର, ଭାରତୀୟ ବାୟୁସେନାରେ ଚାକିରିର ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ
ଭାରତୀୟ ବାୟୁସେନା AFCAT 1 ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫ୍ଲାଇଙ୍ଗ ଆଣ୍ଡ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ ଏବଂ ନନ ଟେକ୍ନିକାଲ) ଶାଖାରେ ଗ୍ରୁପ୍ 'A' ଗେଜେଟେଡ୍ ଅଧିକାରୀଙ୍କ ପାଇଁ ୩୩୬ଟି ଖାଲି ପଦବୀ ବିଷୟରେ ଘୋଷଣା କରାଯାଇଛି । ପଞ୍ଜୀକରଣ ପ୍ରକ୍ରିୟା ଡିସେମ୍ବର ୨, ୨୦୨୪…