Below header
Browsing Tag

indian jawan

BSF ରେ ୨୧୦୦ରୁ ଅଧିକ ପଦବୀ ଖାଲି, ମାସକୁ ଦରମା ୬୯ ହଜାର

ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ)ରେ ବମ୍ପର ପଦବୀ ଭର୍ତ୍ତି । ଏହି ଭର୍ତ୍ତି ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିବା ପରେ ଫର୍ମ ଭରିଦିଅନ୍ତୁ । ନୋଟିସ ମୁତାବକ, ବିଏସଏଫ କନଷ୍ଟେବଳ (ଟ୍ରେଡସମ୍ୟାନ)ରେ ୨୧୪୦ ପଦବୀ ଭର୍ତ୍ତି ପାଇଁ ଚୟନ ହେବ । ଏଥିପାଇଁ ଆବେଦନ…

ମାଓ ଅଞ୍ଚଳରେ ଯବାନ ଚଢ଼ିବେ ସ୍ପୋର୍ଟସ ବାଇକ୍ , ଗୁଇନ୍ଦା ବିଭାଗକୁ ୩୫୦ଟି ହିରୋ ଏକ୍ସଟ୍ରିମ୍-୧୬୦

ମାଓ ଅଞ୍ଚଳରେ ଏଣିକି ଯବାନ ଚଢ଼ିବେ ସ୍ପୋର୍ଟସ ବାଇକ୍। ଗୁଇନ୍ଦା ବିଭାଗକୁ ୩୫୦ଟି ହିରୋ ଏକ୍ସଟ୍ରିମ୍-୧୬୦ ସ୍ପୋର୍ଟସ୍ ବାଇକ୍ ଆସିଛି। ଆଗକୁ ନିର୍ବାଚନ ଥିବାରୁ ତାଲିମ ଶିବିର ଓ ନୂଆ ନିଯୁକ୍ତି ଆରମ୍ଭ ହୋଇଛି। ମାଓ ଦମନ ନେଇ ଭେହିକିଲ୍ ପରିବର୍ତ୍ତେ ସ୍ପୋର୍ଟସ୍ ବାଇକ ବ୍ୟବହାର ହେବ। SOG ଓ…

ଯବାନ ଚାଲିଗଲେ, ଜନ୍ମମାଟି ଗୋପ ମଲ୍ଲଗାଁରେ ଶୋକାକୂଳ ପରିବେଶ

ଯବାନ ଚାଲିଗଲେ, ଝୁରୁଛି ଗାଁ ମାଟି । ଜନ୍ମମାଟି ଗୋପ ମଲ୍ଲଗାଁରେ ଶୋକାକୂଳ ପରିବେଶ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡାଙ୍କ ମୃତ୍ୟୁ ଘଟିଛି । ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ସଦସ୍ୟ ଆଉ ସମଗ୍ର ଗୋପ ଅଞ୍ଚଳରେ…

କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଯବାନ, ଗରିବଙ୍କୁ ବାଂଟୁଛନ୍ତି ଜରୁରୀ ସାମଗ୍ରୀ

ନରସିଂହପୁର: ଦୁଃସାହସିକ କାର୍ଯ୍ୟ  ପାଇଁ ହେଉ ଅବା ପରପୋକାରିତା ପାଇଁ ହେଉ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରକୁ ଆସନ୍ତି ଆମ ଭାରତୀୟ ଯବାନ । ଏହି ଭୟଙ୍କର ମହାମାରି ସମୟରେ ସେମାନେ ବାଦ ଯାଆନ୍ତେ କେମିତି । ଏବେକା ସମୟରେ ନିଜ ଗାଁକୁ ଯାଇ ଦୁଖୀ ଦରିଦ୍ରଙ୍କ ସହ ଗ୍ରାମର ଅନ୍ୟ ଲୋକମାନଙ୍କୁ…