Below header
Browsing Tag

indian society

ପୁଅ ଅପେକ୍ଷା ପ୍ରଥମେ ଝିଅର ବିବାହକୁ ଗୁରୁତ୍ୱ ଦେଇଥାନ୍ତି ବାପା ମା’, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଆଜି ବି ସମାଜରେ ଲୋକମାନେ ଝିଅକୁ ପରଧନ ବୋଲି ଭାବିଥାନ୍ତି। ଏଣୁ ଝିଅ ବଡ଼ ହେଉ ହେଉ ତା’ ବିବାହ କଥା ପରିବାର ଲୋକ ଚିନ୍ତା କରିଥାନ୍ତି। କେତେକ ପରିବାରରେ ଝିଅର ସ୍କୁଲ ପଢ଼ା ସରିଗଲେ ତା’ ପାଇଁ ବର ଦେଖିବା ଆରମ୍ଭ କରିଥାନ୍ତି। ପୁଅ ଝିଅଙ୍କ ମଧ୍ୟରେ ପୁଅର ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା…