Browsing Tag

indonesia tradition

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଏଠାରେ ମହିଳାଙ୍କ ଆଙ୍ଗୁଠିକୁ କଟାଯାଏ, ଜାଣନ୍ତୁ ଏ ସ୍ଥାନର ରହସ୍ୟ

ଦୁନିଆରେ ଏମିତି ଅନେକ ଭୟଙ୍କର ପରମ୍ପରା ରହିଛି ଯାହାକୁ ଜାଣିଲେ ହୁଏତ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ତେବେ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଅଜବ ପରମ୍ପରା ମଧ୍ୟ ରହିଛି । ଶୁଣିଲେ ଯେତିକି ଭୟ ଲାଗେ ତାଠୁ ଅଧିକ ଏହା ଭୟଙ୍କର ହୋଇଥାଏ । କିଛି ଦେଶରେ ଅଜବ ପରମ୍ପରା ଉପରେ ସରକାର ରୋକ ଲଗାଇଛନ୍ତି…