Browsing Tag

interesting facts about ant

ସାମାଜିକ ବନ୍ଧୁତାକୁ ନିବିଡ଼ କରିବା ପାଇଁ ଅଦ୍ଭୁତ ଉପାୟ ଆପଣାନ୍ତି ଏହି ଜୀବ, ପରସ୍ପର ମୁହଁରେ କରିଦିଅନ୍ତି ବାନ୍ତି

ପରିବେଶକୁ ସନ୍ତୁଳନରେ ରଖିବା ପାଇଁ ଭଗବାନ ଛୋଟରୁ ଛୋଟ ଏବଂ ବଡ ଜୀବଜନ୍ତୁକୁ ସୃଷ୍ଟି କରିଛନ୍ତି। ତେଣୁ ପୃଥିବୀ ପୃଷ୍ଠରେ ଅନେକ ପ୍ରକାରର ଜୀବଜନ୍ତୁ ରହୁଛନ୍ତି। କିଛିଙ୍କର ଅସ୍ତିତ୍ୱ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ରହିଛି। ଆଉ କିଛିଙ୍କର ଅସ୍ତିତ୍ୱ ଦୁନିଆରେ ଆଉ ନାହିଁ। ଯେପରି ଡାଇନୋସର।…