Below header
Browsing Tag

intimate scene

ମଡେଲଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ବନାଇବା ପାଇଁ ୬ କୋଟି ଅଫର ଦେଲେ ବିଜ୍‌ନେସ୍‌ମ୍ୟାନ୍‌! କରିବାକୁ କହୁଥିଲେ ଏମିତି କାମ

ମଡେଲଙ୍କ ସହ ଅନ୍ତରଙ୍ଗ ହେବାକୁ କୋଟି କୋଟି ଟଙ୍କା ଅଫର କରିଛନ୍ତି ଜଣେ କୋଟିପତି। ଏ ନେଇ ମଡେଲ ଜଣକ ଅଭିଯୋଗ କରିଛନ୍ତି। ମଡେଲଙ୍କ କହିବାନୁସାରେ, କୋଟିପତି ଜଣକ ତାଙ୍କ ସହ ଇଣ୍ଟିମେଟ୍‌ ଭିଡିଓ ସୁଟିଂ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ୬ କୋଟି ଟଙ୍କା ଅଫର କରିଥିଲେ। କିନ୍ତୁ ତାଙ୍କ ଅଫରକୁ…

ଶ୍ୱେତା ତିଓ୍ଵାରୀ ଆପଣାଇଲେ ବୋଲ୍ଡ ଅବତାର, ଇଣ୍ଟିମେଣ୍ଟ ସିନ୍‌ କରିବା ପରେ ଏକୁଟିଆ ବସି ଘଣ୍ଟାଏ କାନ୍ଦୁଥିଲେ

ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ଏବେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ସେ ଏକତା କପୁରଙ୍କ େଓ୍ଵବ୍‌ ଶୋ’ ‘ହମ୍‌ ତୁମ ଆଣ୍ଡ ଦେମ୍‌’ରେ ନଜର ଆସିଛନ୍ତି। ଏହି ଶୋ’ରେ ଶ୍ୱେତାଙ୍କ ସହ ଅଭିନେତା ଅକ୍ଷୟ ଓବରାୟ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ‘ହମ୍‌ ତୁମ…