Below header
Browsing Tag

IPL cricket

ଓ୍ଵିମ୍ବଲଡନ୍‌ ଓ ଅଲିମ୍ପିକ ପରେ ସ୍ଥଗିତ ହେଲା IPL, ସୂଚନା ଦେଲା ବିସିସିଆଇ

ମୁମ୍ବାଇ: ଓ୍ଵିମ୍ବଲଡନ୍‌ ଓ ଅଲିମ୍ପିକ ପରେ ଏବେ ଆଇପିଏଲ ଉପରେ କଳା ବାଦଲ । ଲକ୍‌ଡାଉନ୍‌ ଅବଧି ବଢ଼ିବା ସହ ମଉଳିଲା ଫଟାଫଟ କ୍ରିକେଟ ଲଢ଼େଇ ଆଶା । ଦେଶରେ ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ସ୍ଥଗିତ ହୋଇଛି ଆଇପିଏଲ ୧୩ତମ ସଂସ୍କରଣ । ଏନେଇ ବିସିସିଆଇ ସୂଚନା ଦେଇଛି । ପ୍ରଥମେ ଏପ୍ରିଲ ୧୫…