ଓ୍ଵିମ୍ବଲଡନ୍‌ ଓ ଅଲିମ୍ପିକ ପରେ ସ୍ଥଗିତ ହେଲା IPL, ସୂଚନା ଦେଲା ବିସିସିଆଇ

ମୁମ୍ବାଇ: ଓ୍ଵିମ୍ବଲଡନ୍‌ ଓ ଅଲିମ୍ପିକ ପରେ ଏବେ ଆଇପିଏଲ ଉପରେ କଳା ବାଦଲ । ଲକ୍‌ଡାଉନ୍‌ ଅବଧି ବଢ଼ିବା ସହ ମଉଳିଲା ଫଟାଫଟ କ୍ରିକେଟ ଲଢ଼େଇ ଆଶା । ଦେଶରେ ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ସ୍ଥଗିତ ହୋଇଛି ଆଇପିଏଲ ୧୩ତମ ସଂସ୍କରଣ । ଏନେଇ ବିସିସିଆଇ ସୂଚନା ଦେଇଛି । ପ୍ରଥମେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲକୁ ସ୍ଥଗିତ ରଖଯାଇଥିଲା । ମ୍ୟାଚ୍‌ ବାତିଲ୍‌ ଯୋଗୁ ୩ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.