ସପ୍ତମ କ୍ଲାସରେ ଏମିତି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଆଜି ସାରା ବିଶ୍ୱରେ ସୃଷ୍ଟି କରିଛନ୍ତି ନିଜର ପରିଚୟ, ଆପଣ ବି ଚିହ୍ନନ୍ତୁ

କରୋନା ଲକଡାଉନ ଯୋଗୁ ଏବେ ବଲିଉଡ ଏବଂ ହଲିଉଡ ଅଭିନେତା, ଅଭିନେତ୍ରୀମାନେ ଘରେ ରହି ସମୟ କାଟୁଛନ୍ତି। କେହି କେହି ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି ତ ଆଉ କିଏ ନିଜ ହବି ଉପରେ। ସେହିପରି କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ନିଜ ପିଲାବେଳର ସ୍ମୃତିକୁ ତାଜା କରୁଛନ୍ତି।

ନିକଟରେ ରିୟାଲିଟି ଟିଭି ଷ୍ଟାର କିମ କାରଦଶିୟନ ନିଜର ଏକ throwback ଫଟୋ ସେୟାର କରିଛନ୍ତି, ଯାହାକି ଖୁବ ଭାଇରଲ ହେବାରେ ଲାଗିଛି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଏହା ମୋର ସପ୍ତମ ଶ୍ରେଣୀର ଫଟୋ’। ଫଟୋରେ କିମ କଜୁଆଲ ଲୁକରେ ନଜର ଆସୁଛନ୍ତି।

 

View this post on Instagram

 

7th grade coolness

A post shared by Kim Kardashian West (@kimkardashian) on

ସେ ସିଲଭର କାନଫୁଲ ସହ ସିମ୍ପଲ ନେକପିସ ପିନ୍ଧିଛନ୍ତି। କିମଙ୍କ ଭଉଣୀ ଏହି ଫଟୋ ଉପରେ କମେଣ୍ଟ ଦେଇଛନ୍ତି ଯେ ‘ତୁମେ କ୍ରିମ bleach ନିଜ ହାତରେ ଲଗେଇ ଦେଇଥିଲ ଏବଂ ସ୍କୁଲ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଦୁଇ ହାତକୁ ନିଜ କେଶରେ ମଧ୍ୟ ଲଗେଇ ଦେଇଥିଲ। ଯେଉଁଥିପାଇଁ ତୁମର କୁଲ ଷ୍ଟ୍ରିକ ବନିଯାଇଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.