ଆସନ୍ତା ମେ’ ୩ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଓ ବିମାନ ଉଡାଣ ବାତିଲ୍‌

ନୂଆଦିଲ୍ଲୀ: ଚାଲିବନି ଟ୍ରେନ୍‌ ଉଡିବନି ପ୍ଲେନ୍‌ । ଆସନ୍ତା ମେ’ ୩ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଓ ବିମାନ ଉଡାଣ ବାତିଲ୍‌ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ପରେ ଦେଶରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି । ମେଟ୍ରୋ ସେବା ମଧ୍ୟ ପୂର୍ବ ପରି ବନ୍ଦ ରହିବ । ଏହା ସହ ସବୁ ବିମାନ ଚଳାଚଳ ମଧ୍ୟ ବାତିଲ ହୋଇଛି । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ମେ’ ୩ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.