ଆମେରିକାର ପାହାଡ଼ରେ କିଏ ଲେଖିଥିଲା Hollywood? କେତେ ଟଙ୍କା ହୋଇଥିଲା ଖର୍ଚ୍ଚ
ଯେତେବେଳେ ଆମେରିକାର ଲସ୍ ଆଞ୍ଜେଲସ୍ କଥା ପଡ଼େ ମନକୁ ଆସୁଥିବା ପ୍ରଥମ ନାମ ହେଉଛି ହଲିଉଡ୍ । କାରଣ ହଲିଉଡ ଯୋଗୁଁ ଲସ୍ ଆଞ୍ଜେଲସ୍ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିଛି । କିନ୍ତୁ ଏହି ସମୟରେ ସମସ୍ତେ ଲସ୍ ଆଞ୍ଜେଲସରେ ନିଆଁ ଲିଭାଇବା ପାଇଁ ପ୍ରାର୍ଥନା କରୁଛନ୍ତି । ଆମେରିକାର ଲସ୍…