Below header

ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ପ୍ରୋଫାଇଲ ଫଟୋ, ଥରେ ପକାନ୍ତୁ ନଜର

ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ପ୍ରୋଫାଇଲ ଫଟୋ । ପ୍ରଧାନମନ୍ତ୍ରୀ ଏକ ମାସ୍କ ପିନ୍ଧା ଫଟୋ ନିଜ ପ୍ରୋଫାଇଲ୍‌ରେ ରଖିଛନ୍ତି । ମୋଦି ପକାଉଥିବା ଉତ୍ତରୀୟକୁ ମାସ୍କ କରି ପିନ୍ଧିଛନ୍ତି । କରୋନା ମୁକାବିଲା ପାଇଁ ସମସ୍ତେ ଘର ତିଆରି ମାସ୍କ ପିନ୍ଧିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରୋଫାଇଲ ଫଟୋ ବଦଳାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.