Browsing Tag

Iran-Israel war

ହମାସ୍‌କୁ ଖୋଲା ଧମକ ଦେଲେ ଟ୍ରମ୍ପ: ତୁରନ୍ତ ସମସ୍ତ ବନ୍ଧକଙ୍କୁ ମୁକ୍ତ କର, ନହେଲେ ହେବ ଧ୍ବଂସଲୀଳା

ଶପଥ ଗ୍ରହଣ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ହମାସ୍‌କୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ । ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ଦେଇଛନ୍ତି ଚେତାବନୀ ।  ୨୦ ଜାନୁଆରୀରେ ଶପଥ ଗ୍ରହଣ ପୂର୍ବରୁ ଗାଜା ପଟ୍ଟିରେ ଥିବା ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ କହିଛନ୍ତି ଆମେରିକାର ନବ ନିର୍ବାଚିତ…

ହିଜବୁଲ୍ଲାର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ, ୪ ଦିନରେ ୨୦୦୦ ଆଡ୍ଡା ଧ୍ୱଂସ, ୨୫୦ ଆତଙ୍କୀ ମୃତ

ଇସ୍ରାଏଲ ସେନା ଗତ ଚାରିଦିନ ମଧ୍ୟରେ ଲେବନାନ ଉପରେ ଅନେକ ଆକ୍ରମଣ କରିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବି କରିଛି କି, ଲେବାନନରେ ୨୫୦ ହିଜବୁଲ୍ଲା ସୈନ୍ୟଙ୍କୁ ହତ୍ୟା କରିଛି । IDF ଗତ ୪ ଦିନ ମଧ୍ୟରେ ୨୫୦ ହିଜବୁଲ୍ଲା ଯୋଦ୍ଧାଙ୍କୁ ହତ୍ୟା କରିଥିବା ନେଇ ଏକ ବିବୃତ୍ତିରେ ପ୍ରକାଶ କରିଛି ।…

ଇସ୍ରାଏଲ-ଇରାନ ଯୁଦ୍ଧ ଆଶଙ୍କା ! ଦିଲ୍ଲୀରେ ଇସ୍ରାଏଲ ଦୂତାବାସର ବଢିଲା ସୁରକ୍ଷା

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଘନଉଛି । ଇରାନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ଷ୍ଟ୍ରାଇକ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ୨୦୨୧ରେ…

ତେଲ୍‌ ଅଭିଭ୍‌କୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ରିଫଣ୍ଡ୍‌

ମଧ୍ୟ-ପୂର୍ବର କିଛି ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତତ୍କାଳ ପ୍ରଭାବରେ ଇସ୍ରାଏଲର ତେଲ ଅଭିଭ ଯାଉଥିବା ଏବଂ ଆସୁଥିବା ନିଜର ସମସ୍ତ ଉଡ଼ାଣକୁ ବାତିଲ କରିଛି । ଆଗାମୀ ନୋଟିସ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଏୟାରଲାଇନ୍ କହିଛି । ଏୟାର ଇଣ୍ଡିଆ କହିଛି ଯେ…

ଇସ୍ରାଏଲର ପଣ୍ୟବାହୀ ଜାହାଜକୁ ସିଜ୍ କଲା ଇରାନ, ଭିତରେ ଅଛନ୍ତି ୧୭ ଭାରତୀୟ

ବଢ଼ିଲା ଇରାନ-ଇସ୍ରାଏଲ ଉତ୍ତେଜନା । ୟୁଏଇ ଉପକୂଳରେ ଇସ୍ରାଏଲର ଜିଓନିଷ୍ଟ ସହ ସଂପର୍କ ଥିବା ପଣ୍ୟବାହୀ ଜାହାଜକୁ ସିଜ୍ କଲା ଇରାନ ରିଭଲ୍ୟୁସନାରୀ ଗାର୍ଡ । ଜାହାଜର ନା MCS Aries  । ହେଲିକପ୍ଟରରେ ଆସି ଜାହାଜକୁ ସିଜ୍ କରିଥିଲେ ଇରାନ ସେନା । ସିଜ କରିବା ପରେ କାର୍ଗୋକୁ ଇରାନ ଜଳସୀମା…

ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା, ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ଟପିଲା ୯୦ ଡଲାର

ନୂଆଦିଲ୍ଲୀ : ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା ମଧ୍ୟରେ ହୁହୁ ହୋଇ ବଢୁଛି ତେଲ ଦର ।  ଅନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୯୦ ଡଲାର ଟପିଛି ।  ସେପ୍ଟେମ୍ବର ସୁଦ୍ଧା ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି ।  ମଧ୍ୟପ୍ରାଚ୍ୟରୁ ହିଁ ବିଭିନ୍ନ ଦେଶକୁ ଅଧିକାଂଶ ଅଶୋଧିତ ତେଲ ରପ୍ତାନୀ…