Browsing Tag

isabgol

କୋଷ୍ଠକାଠିନ୍ୟଠୁ ଆରମ୍ଭ କରି ଓଜନ କମାଇବା ଯାଏଁ, ସବୁ ସମସ୍ୟାକୁ ଦୂର କରେ ଇସବଗୋଲ ବା ଭୁସି

ଇସବଗୋଲ ବା ଭୁସି ନାଁ ବୋଧେ ସମସ୍ତେ ଶୁଣିଥିବେ। ଘରର ବଡ଼ ବୟସ୍କମାନେ ପେଟରେ କବ୍ଜ ସମସ୍ୟା ଥିଲେ ଭୁସି ପିଇବାକୁ ପରାମର୍ଶ ଦେଇଥାନ୍ତି। କାହିଁ କେଉଁ କାଳରୁ ଆୟୁର୍ବେଦରେ ଔଷଧ ତିଆରିରେ ମଧ୍ୟ ଇସବଗୋଲ ବ୍ୟବହାର କରାଯାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି, ଯାହା କୋଷ୍ଠକାଠିନ୍ୟ…