କାର୍ ଦୁର୍ଘଟଣାରେ ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ ମୃତ୍ୟୁ, ଗୋଆରେ ଛୁଟି କାଟିବାକୁ ଯାଇଥିବା ବେଳେ ଗଭୀର ପାଣି…
ମରାଠୀ ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କାର୍ରେ ଥିବା ତାଙ୍କ ସାଙ୍ଗ ଶୁଭମ୍ ଦେଗଡ଼େଙ୍କର ବି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ସେମାନଙ୍କ କାର୍ ଗୋଆର ଅରପୋରା ଇଞ୍ଚଳରେ ଗଭୀର ପାଣି ଭିତରକୁ ଖସି ପଡ଼ିଥିଲା। ପାଣିରେ ବୁଡ଼ି ଯିବାରୁ…