Below header
Browsing Tag

isolate family

ଗାଁରୁ ବାସନ୍ଦ ପରିବାର

ରାୟଗଡା : ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍‌ ଦୁର୍ଗୀ ଅଞ୍ଚଳରେ । ଗାଁର କିଛି ଲୋକ ରାମ ପିଡିକାକା ନାମକ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ହୋଇ ମାଡ ମାରିଥିଲେ। ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରିଛନ୍ତି। ଏନେଇ ରାମ ବିଷମକଟକ…

କଙ୍ଗାରୁ କୋର୍ଟ ଦୁଃଖ , ୬ମାସ ହେଲା ବାସନ୍ଦ ହୋଇ ଜୀବନ କାଟୁଛନ୍ତି ଏହି ପରିବାର

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ହାଟପଡା ଗାଁର ହଜାରୀ ସାହୁ । ଦିନେ କି ଦୁଇ ଦିନ ନୁହେଁ ୬ମାସ ହେଲା ସାମାଜିକ ବାସନ୍ଦ ହୋଇ ଜୀବନ ବିତାଉଛନ୍ତି ହଜାରୀଙ୍କ ପରିବାର ଲୋକ । ମୋବାଇଲ ଚୋରି ଅଭିଯୋଗ ନେଇ ଏଭଳି ଦଣ୍ଡ ମିଳିଛି ଏ ପରିବାରକୁ । ସେପଟେ ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ…