Browsing Tag

itr filing due date

ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ସୀମା ବଢ଼ିଲା, କେବେକୁ ଜାଣନ୍ତୁ

ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଥିବା ବ୍ୟକ୍ତିଙ୍କୁ ବଡ଼ ଆଶ୍ୱସ୍ତି । କାରଣ ସରକାର ଦାଖଲ କରିବାର ସମୟସୀମାକୁ ବଢ଼ାଇ ଦେଇଛନ୍ତି । ଯାହା ପ୍ରଥମେ ଡିସେମ୍ବର ୩୧ ତାରିଖ ଥିଲା ଏବେ ତାକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଫଳରେ ଲୋକେ ୨୦୨୦-୨୧ର ଆୟକର ଏବଂ ୨୦୨୧-୨୨ର…