Below header
Browsing Tag

JADEJA

ଜାଡେଜା ବନାମ ଜାଡେଜା, କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପରିବାରରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ : କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କ ପରିବାରରେ ରାଜନୈତିକ ଲଢ଼େଇ । ଗୁଜରାଟ ଜାମନଗର ସିଟ୍ ଉପରେ ପୂରା ଦେଶର ନଜର । ବୋହୂ ବିଜେପି ପ୍ରାର୍ଥୀ, ଶ୍ୱଶୂର ଓ ନଣନ୍ଦ କଂଗ୍ରେସର ପ୍ରଚାରକ । ଜାମନଗର ସିଟ୍ରେ ଲଢ଼ିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ।…

ଆହତ ହାର୍ଦ୍ଦିକ, ଅକ୍ଷର ଓ ସାର୍ଦ୍ଦୁଲ ଏସିଆ କପରୁ ବାଦ୍

ମୁମ୍ବାଇ : ଆହତ କାରଣରୁ ଭାରତୀୟ ଦଳର ତିନି ଜଣ ଯୁବ ଖେଳାଳି ଚଳିତ ଏସିଆ କପରୁ ବାଦ୍ ପଡ଼ିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିବା ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ । ତାଙ୍କ ସ୍ଥାନ ନେଇଛନ୍ତି ଦୀପକ ଚହର । ସେହିପରି…