Below header
Browsing Tag

jai bhim controversy

‘ଜୟ ଭୀମ୍‌’ ଯୋଗୁ ସାଉଥ୍‌ଷ୍ଟାର ସୂର୍ଯ୍ୟାଙ୍କୁ ଆକ୍ରମଣ ଧମକ, ଘର ଆଗରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଦକ୍ଷିଣ ଭାରତୀୟ ଫିଲ୍ମ ଷ୍ଟାର ସୂର୍ଯ୍ୟା ଏବେ ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜୟ ଭୀମ୍‌’ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସୂର୍ଯ୍ୟା ଜଣେ ଓକିଲ ଭାବେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଜାତି ଆଧାରରେ ହେଉଥିବା ଭେଦଭାବ ପ୍ରଦର୍ଶିତ କରାଯାଇଛି। ତେବେ ଏହି ଫିଲ୍ମକୁ ବନ୍ନିୟାର…