Browsing Tag

Jaipur royal family

ପ୍ରଭୁ ଶ୍ରୀରାମଙ୍କ ବଂଶଧର ହେଉଛନ୍ତି ଏହି ରାଜ ପରିବାର, ଭେଟନ୍ତୁ ଏହାର ସଦସ୍ୟଙ୍କୁ

ଭାରତରେ ବହୁତ ରାଜକୀୟ ପରିବାର ଅଛନ୍ତି। କିନ୍ତୁ ଜୟପୁରର ରାଜ ପରିବାର ନିଜକୁ ଭଗବାନ ରାମଙ୍କର ବଂଶଜ ବୋଲି କହୁଛନ୍ତି। ଏହାର ସୂଚନା ସେ ନିଜର ଅଫିସିଆଲ ସାଇଟରେ ମଧ୍ୟ କରିଛନ୍ତି। କୁହାଯାଉଛି ଯେ ଜୟପୁରର ପୂର୍ବ ମହାରାଜ ଭବାନୀ ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ ବଂଶଜ ଅଟନ୍ତି।…