Below header
Browsing Tag

jatani police

ମିଛ କହି ମୃତଦେହ ସତ୍କାର ପାଇଁ ଚାନ୍ଦା ମାଗୁଛନ୍ତି କିଛି ନିଶାଡି, ଧରାପଡିବା ପରେ ଖାଇଲେ ନିର୍ଦ୍ଧୁମ ଛେଚା

ଖୋର୍ଦ୍ଧା (କେନ୍ୟୁଜ୍‌) : ମୃତଦେହ ସତ୍କାର ପାଇଁ ଟଙ୍କା ମାଗୁଥିବା ନିଶାଡିଙ୍କୁ ମାଡ। ଜଟଣୀରେ ସାହି ବସ୍ତି ଓ ଗଳିକନ୍ଦିରେ ମୃତଦେହ ସତ୍କାର ପାଇଁ ଚାନ୍ଦା ଆଦାୟ କରୁଥିବା ନିଶାଡିଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ତାଲା ବନ୍ଦ ଯୋଗୁଁ ନିଶାଡି ଓ କିଛି ଅସାମାଜିକ ଯୁବକ ସାହି ବସ୍ତିରେ…

ଦୁଇଟି ବେଆଇନ୍‌ ବାଣ ଗୋଦାମ ସିଲ୍‌ କଲା ଜଟଣୀ ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍‌): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ କରୋନା ମହାମାରୀ ପାଇଁ ବାଣ ଫୁଟାଇବା ନେଇ ସରକାର କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ବାଣ ବ୍ୟାନ କରିବା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବେ ବାଣ ତିଆରି କରାଯାଉଥିବାରୁ ଚଢାଉ କରାଯାଇଛି। ରିପୋର୍ଟ…

ଡକାୟତି ଯୋଜନା କରୁଥିବା ବେଳେ ୫ ଜଣଙ୍କୁ ଗିରଫ କଲା ଜଟଣୀ ପୋଲିସ

ଖୋର୍ଦ୍ଧା(କେନ୍ଯୁଜ୍): ଡକାୟତି ଯୋଜନା କରୁଥିବା ବେଳେ ଜଟଣୀ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ ବିଳମ୍ବିତ ରାତିରେ ଗଙ୍ଗପଡା ପାର୍କିଂ ଏରିଆରେ ଡକାୟତି ନିମନ୍ତେ ମାରଣାସ୍ତ୍ର ଧରି ପ୍ରସ୍ତୁତ ହେଉଥିବା ବେଳେ ଜଟଣୀ ଥାନା ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏସଆଇ ବିମଳ…

ଚିନ୍ତା ବଢାଇଲା ମହାରାଷ୍ଟ୍ରର କରୋନା ପଜେଟିଭ ଟ୍ରକ ଡ୍ରାଇଭର, ଜଟଣୀ ଓ ଯାଁଳା ଥାନାର ୨୦ରୁ ଅଧିକ ପୋଲିସ କର୍ମଚାରୀ…

କେନ୍ୟୁଜ୍ (ବ୍ୟୁରୋ):ଚିନ୍ତା ବଢାଇଲା ମାହାରାଷ୍ଟ୍ରର କରୋନା ପଜେଟିଭ ଟ୍ରକ ଡାଇଭର।  ଦୁର୍ଘଟଣା ପରେ ଉଦ୍ଧାର କରିଥିବା କମିଶନରେଟ୍‌ ପୋଲିସ ଜଟଣୀ ଥାନା ଓ ଯାଁଳା ଥାନାର ମିଶି ୨୦ରୁ ଅଧିକ ପୋଲିସ ଓ  ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରଖାଗଲା କ୍ବାରେଣ୍ଟାଇନ ସେଣ୍ଟରରେ । ଏହି ଘଟଣା ପରେ ଜଟଣୀ…

ଚାଲାକ୍‌ ଚୋର, ଜଟଣୀ ପୋଲିସ୍‌କୁ ଚକ୍‌ମା ଦେଇ ଚମ୍ପଟ ମାରିଲେ ଅପରାଧୀ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ପୋଲିସର ଆଖି ସାମ୍ନାରେ ଫେରାର ହୋଇଗଲେ ଅପରାଧୀ । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଜଟଣୀ ପୋଲିସ ଡାକ୍ତରୀ ପରୀକ୍ଷା ପାଇଁ ଆଣିଥିବା ଦୁଇଜଣ ଅପରାଧୀ ପୋଲିସ ଆଖିରେ ଧୂଳି ଦେଇ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ…