Browsing Tag

jawan goes missing

କଟକ ଷ୍ଟେସନ୍‌ରୁ ଯବାନ ନିଖୋଜ, ଏଆର୍‌ସି ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସିଥିଲେ ଚୌଦ୍ୱାର

କଟକ(କେନ୍ଯୁଜ୍):କଟକ ଷ୍ଟେସନ୍‌ରୁ ଯବାନ ନିଖୋଜ। ରେଳବାଇ ପୋଲିସ ଷ୍ଟେସନରେ ଏତଲା ଦେଲେ ଆର୍ମି କର୍ତ୍ତୁପକ୍ଷ। ନିଖୋଜ ଯବାନ ଜଣକ କର୍ଣ୍ଣାଟକର ଯବାନ ଟେନଜିନ୍‌ ଗୱା। ଏଆର୍‌ସି ଟ୍ରେନିଂ ପାଇଁ ଦିଲ୍ଲୀରୁ ଚୌଦ୍ୱାର ଆସିଥିଲେ ୧୫୦ଜଣ ଯବାନ। ହେଲେ ଗଣନା ବେଳକୁ ଜଣେ ଯବାନ କମ ବାହାରିଥିଲେ।…