Below header
Browsing Tag

jaydev vihar

ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେହେନାଜ ମଲ୍ଲିକ ଓ ଚିତ୍ତରଞ୍ଜନ ନାୟକ ଗିରଫ। ସେମାନଙ୍କ ଠାରୁ ଖଣ୍ଡା ଓ ବାଇକ ଜବତ କରିଛି ପୋଲିସ। ଏମାନଙ୍କ ଘର ବୋଲଗଡ଼, ଏମାନେ ଭୁବନେଶ୍ବରର ବାଜପେୟୀ ନଗରରେ…

ଜୁନ ସୁଦ୍ଧା ଶେଷ ହେବ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାର ସମ୍ପ୍ରସାରଣ କାମ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଆଉ ଦୁଇଟି ସମାନ୍ତରାଳ ରାସ୍ତା ।  ଟ୍ରାଫିକ ଭିଡକୁ  ନିୟନ୍ତ୍ରଣ କରିବା  ପାଇଁ ଏହି ରୋଡ଼ ଦୁଇଟି ସହାୟକ ହବ। ଚଳିତବର୍ଷ ଜୁନ ଶେଷ ସୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ଏହି ରାସ୍ତା କାମ ହେବାକୁ ଥିବା…