ଜୁନ ସୁଦ୍ଧା ଶେଷ ହେବ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାର ସମ୍ପ୍ରସାରଣ କାମ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ହେବ ଆଉ ଦୁଇଟି ସମାନ୍ତରାଳ ରାସ୍ତା ।  ଟ୍ରାଫିକ ଭିଡକୁ  ନିୟନ୍ତ୍ରଣ କରିବା  ପାଇଁ ଏହି ରୋଡ଼ ଦୁଇଟି ସହାୟକ ହବ। ଚଳିତବର୍ଷ ଜୁନ ଶେଷ ସୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଆଜି ଏହି ରାସ୍ତା କାମ ହେବାକୁ ଥିବା ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ରାସ୍ତା କାମ ଯେତେ ସମ୍ଭବ ଅଗ୍ରାଧିକାର ଭିତ୍ତିରେ ଶେଷ କରିବାକୁ  ବିଭାଗୀୟ ମୁଖ୍ୟଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.