Browsing Tag

jaypore sub jail

କୋରାପୁଟ ଏସପିଙ୍କ ନେତୃତ୍ୱରେ ଜୟପୁର ସବଜେଲରେ ଚଢ଼ାଉ, ଗଞ୍ଜେଇ କାରବାର ଚାଲିଥିବା ନେଇ ଚାଲିଛି ଚଢ଼ାଉ

ଜୟପୁର(କେନ୍ୟୁଜ୍): ଜୟପୁର ସବଜେଲରେ ଚଢ଼ାଉ । କୋରାପୁଟ ଏସପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ଏଥିରେ ଅତିରିକ୍ତ ଏସପିଙ୍କ ସମତେ ଦୁଇ ଜଣ ଡିଏସପି ଓ ତିନି ଇନିସପେକ୍ଟର ସାମିଲ ଥିଲେ । ଜେଲରେ ଗଞ୍ଜେଇ କାରବାର ଚାଲିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।…