Below header
Browsing Tag

jee result

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ : ୯୯.୯୫ପ୍ରତିଶତ ମାର୍କ ରଖି ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ। ୧୩ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ମାତ୍ର ୬ ଦିନରେ ରେଜଲ୍ଟ ପ୍ରକାଶ କଲା NTA। ତେବେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା। ସେ ମୋଟ ୯୯. ୯୫ପ୍ରତିଶତ ମାର୍କ ରଖିଛନ୍ତି। ମାର୍ଚ୍ଚ ମାସରେ ଜେଇଇ ମେନ୍‌ ପରୀକ୍ଷା…

JEE ମେନରେ ୨୪ ଜଣ ରଖିଲେ ଶତ ପ୍ରତିଶତ ନମ୍ବର

ଶୁକ୍ରବାର ସନ୍ଧ୍ୟାରେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ବା ଏନଟିଏ ତରଫରୁ ପ୍ରକାଶ ପାଇଛି ସର୍ବଭାରତୀୟ ଇଂଜିନିୟରିଙ୍ଗ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ ପରୀକ୍ଷାଫଳ । ଚଳିତ ବର୍ଷ ୧୦୦ ପ୍ରତିଶତ ନମ୍ବର ରଖି ଦେଶର ବିଭିନ୍ନ ପ୍ରାନ୍ତରୁ ୨୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।…