Below header
Browsing Tag

jharaphula death update

ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୋଲିସ ହାତରେ ବଳିଷ୍ଠ ପ୍ରମାଣ, ନିଶା ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଛି ରାକେଶ !

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଛି ବଳିଷ୍ଠ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ଆଣି ଜେରା ଓ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରିବା ପରେ ପୋଲିସକୁ ବଡ ସୁରାକ ମିଳିଛି । ଏବେ ଘଟଣାର ଭିିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ…

ଝରାଫୁଲ ଓ ରାକେଶକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଭିଜୁଆଲ୍: ପୋଖରୀପୁଟ ଅଞ୍ଚଳରେ ଘଟଣା ଦିନ ଉଭୟ ଏକାଠି ଖାଇଥିଲେ…

ଭୁବନେଶ୍ବର: ଝରାଫୁଲ ମୃତ୍ୟୁ ଘଟଣାର ଆଉ ଏକ ଭିଜୁଆଲ । ଗୋଟିଏ ପରେ ଗୋଟିଏ ଏକ୍ସଳୁସିଭ୍ ଭିଜୁଆଲ ସାମ୍ନାକୁ ଆସିବାରେ ଲାଗିଛି। ରେଷ୍ଟୁରାଣ୍ଟ ଭିତର ଓ ବାହାର ଭିଜୁଆଲ ଏବେ ହସ୍ତଗତ ହୋଇଛି । ପୋଖରୀପୁଟ ଅଞ୍ଚଳର ବ୍ରଦର୍ସ ରେଷ୍ଟୁରାଣ୍ଟରେ ଖାଇବାର ଭିଜୁଆଲ । ଏହି ରେଷ୍ଟୁରାଣ୍ଟରେ ୨୬ ତାରିଖ…