Browsing Tag

Jharsuguda JMFC court

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ

ଝାରସୁଗୁଡ଼ା (କେନ୍ୟୁଜ): କୋର୍ଟରେ ହାଜର ହେଲା ଗୋପାଳ । ଝାରସୁଗୁଡ଼ା JMFC କୋର୍ଟରେ ହାଜର ହେଲା ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଆଜି ତାକୁ ଜେଲରୁ ଅଣାଯାଇ ଝାରସୁଗୁଡ଼ା OMP ସ୍ଥିତ ଦ୍ୱିତୀୟ ବାଟାଲିୟନରେ ରଖାଯାଇଥିଲା । କଡା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟକୁ ଅଣାଯାଇଛି ।…