Below header
Browsing Tag

jhunjhun baba wants to buy a helicopter by begging

ଅଜବ ନିଶା : ଭିକ ମାଗି ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି ଝୁନଝୁନ ବାବା, ପେଟିଏମରେ ମାଗୁଛନ୍ତି ଭିକ

ନୂଆଦିଲ୍ଲୀ :  ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ନିଶା ଥାଏ । ହେଲେ ଏହି ବାବାଙ୍କର ନିଶା ଏମିତି ଅଜବ ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ବାବା ଜଣଙ୍କର ଘର ଦ୍ୱାର ଜମି ବାଡି ସବୁ କିଛି ଅଛି, ହେଲେ ନିଶା ଏକ ହେଲିକପ୍ଟର କିଣିବା । ତାହା ପୁଣି ଭିକ ମାଗି । ବାବା ଏହି…