Browsing Tag

jiban Pradeep das

ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଘର ବାହୁଡ଼ା: ବିଜେଡି ଛାଡ଼ିବା ପରେ ପୁଣି ବିଜେପିରେ ସାମିଲ

ଭୁବନେଶ୍ବର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଘର ବାହୁଡ଼ା । ବିଜେଡି ଛାଡ଼ିବା ପରେ ସେ ପୁଣି ବିଜେପିରେ ସାମିଲ ହୋଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ୨୦୦୯ରେ ଜୀବନ ପ୍ରଦୀପ ଦାଶ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।…