Below header
Browsing Tag

job froud

ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ଅଭିଯୋଗ, ଜଣେ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ ଓ ASO ଚାକିରି ଦେବାକୁ କହି ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମାଧବ ଚନ୍ଦ୍ର ସେଠୀକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଏକାଧିକ ଲୋକଙ୍କ ଠାରୁ ଏହି ଟଙ୍କା…

ଚାକିରି ଦେବା ନାରେ ଠକେଇ : ୩ ଜଣଙ୍କୁ ଗିରଫ କଲା ସାଇବର ଥାନା

ଭୁବନେଶ୍ବର(କେନ୍ୟୁଜ୍): ଚାକିରି ଦେବା ନାରେ ଠକେଇ ରାକେଟକୁ ବାନ୍ଧିଲା ସାଇବର ପୋଲିସ। ଏୟାରଫିଲ୍ଡ ଅଞ୍ଚଳରେ ଅଫିସ ଖୋଲି କରୁଥଲେ ଠକେଇ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁ ଅନେକ ଚାକିରି ଆଶୟୀଙ୍କୁ ଠକୁଥିଲେ। ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ରାଜ…

ନିଯୁକ୍ତି ନାଁରେ ଠକେଇ କରୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ: ଆଶାୟୀଙ୍କ ଠାରୁ ଠକିଛି କୋଟି କୋଟି ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ନିଯୁକ୍ତି ନାଁରେ ଠକେଇ କରୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ। ଅଭିଯୁକ୍ତ ଅର୍ପିତ ପଞ୍ଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ପେଶାରେ ଆଇଟି ଇଞ୍ଜିନିୟର ଥିବା ଅର୍ପିତ ଭାରତର ସବୁଠାରୁ…