ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ଅଭିଯୋଗ, ଜଣେ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ

ଅଭିଯୁକ୍ତ ଜଣକ ଉତ୍କଳ ବିଶ୍ଵବିଦ୍ୟାଳୟର DDC ବିଭାଗର ପରୀକ୍ଷା ନିରୀକ୍ଷକ ଭାବେ ଚାକିରି କରିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ୫ଟି ମାମଲା ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ପୋଲିସ ।

କେନ୍ୟୁଜ୍(ବ୍ୟୁରୋ): ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ ଓ ASO ଚାକିରି ଦେବାକୁ କହି ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମାଧବ ଚନ୍ଦ୍ର ସେଠୀକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଏକାଧିକ ଲୋକଙ୍କ ଠାରୁ ଏହି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ଉତ୍କଳ ବିଶ୍ଵବିଦ୍ୟାଳୟର DDC ବିଭାଗର ପରୀକ୍ଷା ନିରୀକ୍ଷକ ଭାବେ ଚାକିରି କରିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ୫ଟି ମାମଲା ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.