Browsing Tag

Joranda Mela

ଯୋରନ୍ଦା ମାଘ ମେଳା ଆରମ୍ଭ, ସନ୍ଧ୍ୟାରେ ପ୍ରଜ୍ଜ୍ୱଳିତ ହେଲା ଝାଡ଼ଦୀପ

ଢେଙ୍କାନାଳ : ଆରମ୍ଭ ହେଲା ଢେଙ୍କାନାଳ ଯୋରନ୍ଦା ମାଘ ମେଳା । ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମୁଖ୍ୟ ଗାଦି ମନ୍ଦିରରେ ସନ୍ଧ୍ୟାରେ ଝାଡ଼ଦୀପ ପ୍ରଜ୍ଜ୍ୱଳିତ ହୋଇଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ଓ ମଠ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗାଡ଼ି ମୋଟର…

ଆଜିଠୁ ଯୋରନ୍ଦାରେ ମାଘ ମେଳା , ଜମିଲାଣି ସାଧୁସନ୍ଥଙ୍କ ଭିଡ଼

ଢେଙ୍କାନାଳ(କେନ୍ୟୁଜ୍ ): ଆଜିଠୁ ଢେଙ୍କାନାଳ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ଓ ମଠ ତରଫରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଗାଡ଼ି ମୋଟର ଚଳାଚଳ ପାଇଁ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା…

ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ : ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଢେଙ୍କାନାଳ ଯୋରନ୍ଦା ମହିମାଗାଦୀ ପୀଠରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ସୂଚନା ଦିଆଯାଇଛି । ଯୋରନ୍ଦା ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ…