Below header
Browsing Tag

judicial academy

ଉଦଘାଟିତ ହେଲା ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ, ଭର୍ଚୁଆଲ ମୋଡରେ ଉଦଘାଟନ କଲେ ସୁପ୍ରିମକୋର୍ଟର ବିଚାରପତି

କଟକ(କେନ୍ୟୁଜ୍): ରାଜ୍ୟରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟିତ ହୋଇଯାଇଛି। କଟକ ଜୁଡିସିଆଲ ଏକାଡେମୀରୁ ଭର୍ଚୁଆଲ ମୋଡ଼ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସମସ୍ତ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଗୁଡିକୁ ଉଦଘାଟିତ କରିଛନ୍ତି।…