ଆଜିଠୁ ‘ବିଗ୍ ବସ୍ ୧୫’, ଶୋ’ ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଲା ଘରର ଗୋଟିଏ ଗୋଟିଏ କୋଣ
'ବିଗ୍ ବସ୍ ୧୫’ ଆରମ୍ଭ ହେବାରେ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି | ଏଥର ଶୋ’ର ଥିମ୍ ରହିଛି ଜଙ୍ଗଲ | ବିଗ୍ ବସ୍ ଘରର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ପ୍ରଶଂସକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ି ଯାଇଛି। ଶୋ’ରେ ପ୍ରତିଯୋଗୀମାନଙ୍କ ପ୍ରବେଶ ପୂର୍ବରୁ ନିର୍ମାତା…