Below header
Browsing Tag

Juvenile

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ବ୍ରହ୍ମପୁର (କେନ୍ୟୁଜ): ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ବ୍ରହ୍ମପୁର ଆସିଷ୍ଟାଣ୍ଟ୍ ସେସନ ଜଜ କୋର୍ଟର ମାନ୍ୟବର ଜର୍ଜ ଅମରେଶ ନାୟକ । ଏହା ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଥିବା ବେଳେ ଏହାର ଅନାଦେୟ ୩ ମାସ ଜେଲ ଦଣ୍ଡ କରିବାକୁ ନିର୍ଦ୍ଦେଶ…

ନାବାଳକର ଏଟିଏମ୍ ଲୁଟ୍ ଉଦ୍ଯମ, ପୋଲିସ ହାତରେ ଧରା ପଡି ଗଲା ସୁଧାର ଗୃହ

ଭୁବନେଶ୍ବର(କେନ୍ଯୁଜ୍): ୟୁଟ୍ଯୁବ୍ ଦେଖି ଜଣେ ନାବାଳକ ଏଟିଏମ୍ ଲୁଟ୍ ଉଦ୍ଯମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନାବାଳକ ଜଣକ ଏଟିଏମ୍ ଲୁଟ୍ ଉଦ୍ଯମ କରିବା ସମୟରେ ହିଁ ପୋଲିସ ହାତରେ ଧରା ପଡିଛି। ସୂଚନା ମୁତାବକ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା…