Below header
Browsing Tag

K. Kavitha

ଦିଲ୍ଲୀ ମଦ ଦୁର୍ନୀତି: ବିଆର୍‌ଏସ୍‌ ନେତା କେ. କବିତାଙ୍କ ଘରେ ପଶିଲା ଇଡି, ଚାଲିଛି ବ୍ୟାପକ ଖୋଜାଖୋଜି

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ନେତା କେ. କବିତାଙ୍କ ଘରେ ଇଡି ଚଢ଼ାଉ କରିଛି । ଏହି ଚଢ଼ାଉ ତାଙ୍କ ହାଇଦ୍ରାବାଦସ୍ଥିତ ଘରେ ଚାଲିଛି । ମିଳିଥିବା ସୂଚନା ମୁତାବକ, ଇଡି ଆଜି ବିଆର୍‌ଏସ୍‌ ନେତା କବିତାଙ୍କ ଘରେ ପହଞ୍ଚିଥିଲା । ଏଜେନ୍ସି ଅଧିକାରୀମାନେ…

ନିର୍ବାଚନୀ ପ୍ରଚାର ବେଳେ ହଠାତ୍‌ ବେହୋଶ୍‌ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତା

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ କେ. କବିତା ଶନିବାର ତେଲେଙ୍ଗାନାର ଇତିକିଆଲରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ହଠାତ୍‌ ବେହୋଶ୍‌ ହୋଇପଡ଼ିଥିଲେ। ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ପୂର୍ବରୁ ସେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ।…