Browsing Tag

kalank trailer

ପ୍ରେମ, ପ୍ରତାରଣା, ପୀଡା ଏବଂ ଘୃଣାର ଐତିହାସିକ କାହାଣୀ . . . ଖୁବ୍ ଜବରଦସ୍ତ ହୋଇଛି କରଣଙ୍କ ‘କଲଙ୍କ’ର ଟ୍ରେଲର

ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କଲଙ୍କର ଟ୍ରେଲର । କରଣ ଯୋହର ଟୁଇଟ୍ କରି ଏନେଇ ଦେଇଛନ୍ତି ସୂଚନା । ଏହି ମଲଟିଷ୍ଟାରର ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ବରୁଣ ଧୱନ, ଆଲିୟା ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁର । ଏହି ଫିଲ୍ମର ସବୁଠାରୁ…