Browsing Tag

kalki koechlin gave birth to baby girl

ମା’ ହେଲେ ଅଭିନେତ୍ରୀ କଳ୍‌କୀ କୋଚଲିନ୍‌, ଦେଲେ କନ୍ୟା ସନ୍ତାନକୁ ଜନ୍ମ

ବଲିଉଡ୍‌ ଅଭିନେତ୍ରୀ କଳ୍‌କୀ କୋଚ୍‌ଲିନ୍‌ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଦମ୍‌ଦାର ଅଭିନୟ ଯୋଗୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଳ୍‌କୀ ୨୦୧୯ ଶେଷ ଆଡ଼କୁ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ସେ ନିଜ ଦୀର୍ଘଦିନର ବୟଫ୍ରେଣ୍ଡ୍‌ ଗାୟ…