Browsing Tag

kanta kabi

ଅବହେଳିତ କାନ୍ତକବିଙ୍କ ସ୍ମୃତିପୀଠ, ଜନ୍ମମାଟିରେ ଅଧପନ୍ତରିଆ ପଡ଼ିରହିଛି ଜ୍ଞାନ ମନ୍ଦିର ଓ ସମାଧୀ ସ୍ଥଳ

ଭଦ୍ରକ : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା । ଅନେକ ପ୍ରତିଭାର ଅଧିକାରୀ କାନ୍ତକବି ଲକ୍ଷ୍ମୀକାନ୍ତ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡିଆ ଜାତିର ଚିର ନମସ୍ୟ। ହେଲେ ନିଜ ଜନ୍ମମାଟି ଭଦ୍ରକ ତିହିଡି ବ୍ଲକ୍‌ ତାଳପଦାରେ ସେ ଅବହେଳିତ। ଲକ୍ଷ ଲକ୍ଷ…