Browsing Tag

Karauli

ଗାଁ ଲୋକଙ୍କ ଅସାଧାରଣ କାମ, ଅତ୍ଯାଧୁନିକ କୌଶଳକୁ ଅପେକ୍ଷା ନ କରି ବିଶାଳକାୟ ପଥର ତଳୁ ବଞ୍ଚାଇଲେ ମହିଳାଙ୍କ ଜୀବନ

ଦୁନିଆର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ମଣିଷ। ଆଉ ନିଜର ଦୃଢ ଇଚ୍ଛାଶକ୍ତି ଓ ସାହାସ ଥିଲେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। କୌଣସି ଲକ୍ଷ୍ଯସ୍ଥଳରେ ପହଞ୍ଚିପାରିବ। ଏମିତି ଏକ ମାମଲା ରାଜସ୍ଥାନର କରୋଲିରେ ଦେଖିବାକୁ ମିଳିଛି। ଜଣେ ମହିଳା ବିଶାଳକାୟ ଓଜନର ଏକ ପଥର ଚଟାଣ ତଳେ ଦବି ହୋଇ…