Browsing Tag

kareena kapoor corona positive

କରୀନାଙ୍କୁ କରୋନା, ଦୁଇ ଦିନ ତଳେ ଗାଇଡଲାଇନ୍ ଭାଙ୍ଗି କରନ୍ ଜୋହରଙ୍କ ସହ କରିଥିଲେ ପାର୍ଟି

ବେବୋଙ୍କୁ କରୋନା। ବଲିଉଡ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଅରୋରା କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ଏବେ କରୋନାର ନୂଆ ଲହର ଆରମ୍ଭ ହୋଇଛି। ଲୋକଙ୍କ ସମେତ ବହୁ ବଡ଼ ବଡ଼ ତାରକା ମଧ୍ୟ ଏବେ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଅଭିନେତା କମଲ ହସନଙ୍କ ପରେ ଏବେ ଏହି ଦୁଇ ଅଭିନେତ୍ରୀ…