Browsing Tag

kargil declared as corona free

ଖୁସି ଖବର: କରୋନା ମୁକ୍ତ ଜିଲ୍ଲା ଭାବେ ଘୋଷିତ ହେଲା କାରଗିଲ

କେନ୍ଦ୍ର ଶାସିତ ଅଂଚଳ ଲଦାଖର କାର୍ଗିଲ କରୋନା ଫ୍ରି ଜିଲ୍ଲା ଭାବେ ଘୋଷିତ ହୋଇଛି । ଲଦାଖର ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା କମିଶିନର ରିଗଜିନ ସଂପେଲ ଏବାବଦରେ ସୂଚନା ଦେଇଛନ୍ତି । ଜିଲ୍ଲାର କୋଭିଡ-19 ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ଜଣ କରୋନା ରୋଗୀ ଫେରିବା ପରେ ଏହି ଜିଲ୍ଲା କରୋନା…