Browsing Tag

karpoor

କର୍ପୂରରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ, ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରିଥାଏ

ଆମେ ଚମକପୂର୍ଣ୍ଣ ତ୍ୱଚା ପାଇବା ପାଇଁ ଅନେକ ଉପାୟକୁ ଆପଣେଇଥାଉ । ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ କର୍ପୂରକୁ ନଡିଆ ତେଲରେ ମିଶାଇ ଚେହେରାରେ ମସାଜ୍‌ କରନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ, ଘା କିମ୍ବା ଜଳିଯାଇଥାଏ ତେବେ କର୍ପୂରକୁ ପାଣିରେ ମିଶାଇ ଆଘାତ ହେଉଥିବା ସ୍ଥାନରେ…