Browsing Tag

Kedarnath reopen

ଶିବ ଭକ୍ତଙ୍କ ପାଇଁ ଖୁସି ଖବର, ମେ’୬ରୁ ପୁଣି ଖୋଲିବ କେଦାରନାଥ ଧାମ

ଉତ୍ତରାଖଣ୍ଡର ହିମାଳୟ ଶିଖର ସ୍ଥିତ ଭଗବାନ ଶିବଙ୍କ ପୀଠ କେଦାରନାଥ ଧାମର କପାଟ ୬ ମେ’ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଏ ନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଜନସମ୍ପର୍କ ଅଧିକାରୀ ହରିଶ ଗୌଡ଼ ସୂଚନା ଦେଇଛନ୍ତି। ଓଁକାରେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଆୟୋଜିତ…

୬ ମାସ ପରେ ଶୁଭ ମୁହୂର୍ତ୍ତରେ ଖୋଲିଲା ବିଶ୍ବ ପ୍ରସିଦ୍ଧ ପ୍ରଭୁ କେଦାରନାଥଙ୍କ ଦ୍ବାର, ସଜାଯାଇଛି ୧୧ କୁଇଣ୍ଟାଲ ଫୁଲ

ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ କ୍ଷେତ୍ରରେ ସ୍ଥିତ ବିଶ୍ବପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ବାର ୬ ମାସ ପରେ ଆଜି ସକାଳ ୫ଟାରେ ଖୋଲିଛି। ସମସ୍ତ ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାରକୁ ଖୋଲାଯାଇଛି । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ ।…