Browsing Tag

Kerala blast case

କେରଳ ବ୍ଲାଷ୍ଟ୍‍: ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ, ବିସ୍ଫୋରଣ ପାଇଁ ନିଜକୁ କଲା ଦାୟୀ

କେରଳ ବୋମା ବିସ୍ଫୋରଣକୁ ନେଇ ଏକ ବଡ଼ ଖୁଲାସା। ସୂଚନା ମୁତାବକ, କେରଳର ଏଡିଜିପି (ଆଇନ ଏବଂ ବ୍ୟବସ୍ଥା) ଏମ୍‌ଆର୍‌ ଅଜିତ କୁମାର କହିଛନ୍ତି ଯେ ତ୍ରିସୁର ଗ୍ରାମୀଣର କୋଡାକରା ଥାନାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛି। ଏହି ବିସ୍ଫୋରଣ ସେ ହିଁ ଘଟାଇଥିବା ବ୍ୟକ୍ତି ଜଣକ ଦାବି କରିଛି।…